| We know why we tour as tourists. |
ଆମେ କାହିଁକି ପର୍ଯ୍ୟଟକ ଭାବରେ ଭ୍ରମଣ କରୁ ତାହା ଆମେ ଜାଣୁ।
|
| You know why you may choose some parts of the globe over others by reasons such as family, cheap prices and activities- but do you specifically know why we tour? |
ଆପଣ କାହିଁକି ପରିବାର, ଶସ୍ତା ମୂଲ୍ୟ ଏବଂ କାର୍ଯ୍ୟକଳାପ ଆଧାରରେ ପୃଥିବୀର ଅନ୍ୟ ସ୍ଥାନ ତୁଳନାରେ କିଛି ଅଂଶକୁ ବାଛନ୍ତି ତାହା ଆପଣ ଜାଣନ୍ତି- କିନ୍ତୁ ଆପଣ ବିଶେଷ ଭାବରେ ଜାଣିଛନ୍ତି କି ଆମେ କାହିଁକି ଭ୍ରମଣ କରୁ?
|
| Tourism varies a number of ways: time, number of tourists, and different reasons being just some. |
ପର୍ଯ୍ୟଟନ ବିଭିନ୍ନ ପ୍ରକାରର ହୋଇଥାଏ: ସମୟ, ପର୍ଯ୍ୟଟକଙ୍କ ସଂଖ୍ୟା ଏବଂ ବିଭିନ୍ନ କାରଣ ଆହା ମଧ୍ୟରୁ ଅଳ୍ପ କିଛି। |
| For example, you may spend 2 weeks in Borth which has thousands of tourists, or you may tour in the Amazon for a month where there are little tourists and for the purpose of ecotourism. |
ଉଦାହରଣ ସ୍ୱରୂପ, ଆପଣ ଇଚ୍ଛାକଲେ ହଜାର ହଜାର ପର୍ଯ୍ୟଟକ ରହୁଥିବା ବୋର୍ଥରେ ୨ ସପ୍ତାହ ବିତାଇ ପାରନ୍ତି, କିମ୍ବା ଜୈବ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଅଳ୍ପ ପର୍ଯ୍ୟଟକ ଯାଉଥିବା ଆମାଜନରେ ଏକ ମାସ ପାଇଁ ଭ୍ରମଣ କରିପାରନ୍ତି।
|
| Because of recent falls in the economy and general decrease of salary, many people are looking for cheaper places to tour. |
ସାମ୍ପ୍ରତିକ ଅର୍ଥନୈତିକ ପତନ ତଥା ବେତନରେ ସାଧାରଣ ହ୍ରାସ ହେତୁ ଅନେକ ଲୋକ ଶସ୍ତା ସ୍ଥାନ ଖୋଜୁଛନ୍ତି |
|
| This means more money for the cheaper resorts, that tend to be Mass Tourism destinations and a big company. |
ଏହାର ଅର୍ଥ ଶସ୍ତା ରିସୋର୍ଟଗୁଡିକୁ ଅଧିକ ଅର୍ଥ ମିଳିବା ଆବଶ୍ୟକ, ଯାହା ଗଣପର୍ଯ୍ୟଟକ ମାନଙ୍କର ଗନ୍ତବ୍ୟସ୍ଥଳ ହେବା ସହିତ ଏକ ବୃହତ ଉଦ୍ୟୋଗରେ ପରିଣତ ହେବାର ସମ୍ଭାବନା ରହିଛି।
|
| Tourism can have positive and negative effects: money, jobs and a good recognition are common positives that tourism brings. |
ପର୍ଯ୍ୟଟନ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇପାରେ: ପର୍ଯ୍ୟଟନ ଆଣୁଥିବା ସାଧାରଣ ସକରାତ୍ମକ ପ୍ରଭାବ ମଧ୍ୟରେ ଅର୍ଥ, ଚାକିରୀ ଏବଂ ଏକ ଭଲ ମାନ୍ୟତା ଅନ୍ତର୍ଭୁକ୍ତ।
|
| However, Global warming, pollution and destruction of habitat are all negatives people are concerned about. |
ତଥାପି, ବିଶ୍ବ ଉତ୍ତପ୍ତୀକରଣ, ପ୍ରଦୂଷଣ ଏବଂ ବାସସ୍ଥାନ ନଷ୍ଟ ପରି ସମସ୍ତ ନକାରାତ୍ମକ ବିଷୟକୁ ନେଇ ଲେକମାନେ ଚିନ୍ତିତ |
|
| Solutions are being carried out to make tourism more eco-friendly. |
ପର୍ଯ୍ୟଟନକୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ଉପାୟ ଖୋଜା ଚାଲିଛି।
|
| Eco-tourism helps local communities, wildlife and produces much less pollution than mass tourism. |
ଜୈବ-ପର୍ଯ୍ୟଟନ ସ୍ଥାନୀୟ ଗୋଷ୍ଠୀ, ବନ୍ୟଜନ୍ତୁକୁ ସାହାଯ୍ୟ କରେ ତଥା ଗଣ ପର୍ଯ୍ୟଟନ ଅପେକ୍ଷା ବହୁତ କମ୍ ପ୍ରଦୂଷଣ ସୃଷ୍ଟି କରେ।
|
| But are the general public willing to tour in eco-tourist destinations? |
କିନ୍ତୁ ସାଧାରଣ ଜନତା ଜୈବ-ପର୍ଯ୍ୟଟନ ସ୍ଥାନକୁ ଭ୍ରମଣରେ ଯିବାକୁ ଇଚ୍ଛୁକ କି?
|